ଜାତୀୟ

Paytm ଫାଷ୍ଟଟ୍ୟାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି, ଯାହାର ପ୍ରଭାବ ପାଖାପାଖି ୨ କୋଟି ୟୁଜର୍ସଙ୍କ ଉପରେ ପଡିବ

Paytm ଫାଷ୍ଟଟ୍ୟାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି, ଯାହାର ପ୍ରଭାବ ପାଖାପାଖି ୨ କୋଟି ୟୁଜର୍ସଙ୍କ ଉପରେ ପଡିବ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ପାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି ।

NHAI ୩୨ ଟି ବ୍ୟାଙ୍କଙ୍କୁ ଫାଷ୍ଟଟ୍ୟାଗ୍ କିିଣିବାକୁ ଅପିଲ କରିଛି । କିନ୍ତୁ ଏଥିରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ନା ସାମିଲ ନାହିଁ । ଏହାର ଅର୍ଥ Paytm ୟୁଜର୍ସଙ୍କ ଏଣିକି ନଆ ଫାଷ୍ଟଟ୍ୟାଗ୍ କିଣିବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com