ବିଜ୍ଞାନ ଓ ପ୍ରଯୁକ୍ତି

SSLV-D1ର ଉତକ୍ଷେପଣ ବିଫଳ

ଶ୍ରୀହରିକୋଟା, ୦୭/୦୮/୨୦୨୨-  ଆନ୍ଧ୍ରପ୍ରଦେଶ ଶୀହରିକୋଟାସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ଇସ୍ରୋ ପକ୍ଷରୁ କରାଯାଇଥିବା ପ୍ରଥମ ଛୋଟ ଉପଗ୍ରହ SSLV-D1ର ଉତକ୍ଷେପଣ ବିଫଳ ହୋଇଛି । ଏ ନେଇ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ କହିଛନ୍ତି ଯେ, SSLV-D1 ସବୁ ପର୍ଯ୍ୟାୟରେ ଆଶା ଅନୁସାରେ ପ୍ରଦର୍ଶନ କରିଥିଲା । ଏହାସହ ସାଟେଲାଇଟକୁ କକ୍ଷପଥରେ ପହଞ୍ଚାଇ ଦେଇଥିଲା । ହେଲେ ମିଶନର ଶେଷ ପର୍ଯ୍ୟାୟରେ କିଛି ଡାଟା ସମସ୍ୟା ଦେଖା ଦେବାରୁ ସାଟେଲାଇଟରୁ ସମ୍ପର୍କ କଟି ଯାଇଥିଲା । ଏହାର ସମୀକ୍ଷା କରିବାକୁ ଏକ ସମିତି ଗଠନ କରାଯାଇଛି । ତେବେ ଖୁବଶୀଘ୍ର SSLV-D2ର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com