ମନୋରଞ୍ଜନ

କରନଙ୍କ ସହ ଫିଲ୍ମ କରିବେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କାରଣ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର ସମସ୍ତ ବାଦ ବିବାଦ ଭୁଲି କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ହାତ ମିଶାଇଛନ୍ତି।

କରନ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏନେଇ ଜଣାଇଛନ୍ତି। ଫିଲ୍ମଟି କରନ୍‌ଙ୍କ ବ୍ୟାନରରେ ନିର୍ମାଣ କରାଯିବ। ଏହାର ନିର୍ଦ୍ଦେଶନା କରିବେ ସନ୍ଦୀପ ମୋଦି ।

Related Articles

Back to top button
WP Twitter Auto Publish Powered By : XYZScripts.com