କ୍ରୀଡ଼ା

ଉଦଯାପିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଉଦଯାପିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭକୁ ଉଦଯାପନ କରାଯାଇଛି । ୨୨ ସ୍ବର୍ଣ୍ଣ ସହିତ ଭାରତ ଖାତାକୁ ଆସିଛି ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ । ମୋଟ ୬୧ଟି ପଦକ ହାସଲ କରି ତାଲିକାର ଚତୁର୍ଥରେ ରହିଛି ଭାରତ । ପଦକ ତାଲିକାରେ ୬୭ଟି ସ୍ବର୍ଣ୍ଣ ସମେତ ମୋଟ ୧୭୮ ପଦକ ପାଇ ଅଷ୍ଟ୍ରେଲିଆ ରହିଛି ପ୍ରଥମ ସ୍ଥାନରେ । ୫୬ଟି ସ୍ବର୍ଣ୍ଣ ସମେତ ମୋଟ ୧୭୩ ପଦକ ପାଇ ଇଂଲଣ୍ଡ ରହିଛି ଦ୍ବିତୀୟ ସ୍ଥାନରେ । ୨୬ଟି ସ୍ବର୍ଣ୍ଣ ସହ ମୋଟ ୯୨ଟି ପଦକ ପାଇ କାନଡା ରହିଛି ତୃତୀୟ ସ୍ଥାନରେ । ଏହି ସମ୍ମାନଜନକ କ୍ରୀଡ଼ାର ଶେଷ ଦିନରେ ମଧ୍ୟ କମାଲ କରିଦେଖାଇଛି ଭାରତ । ସୋମବାର ଏକାଦଶ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com