ଅନ୍ୟାନ୍ୟ

ତାରରେ ଗିରଫ ହୋଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଛି ରୋକ୍

ତାରରେ ଗିରଫ ହୋଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଛି ରୋକ୍। ଗତବର୍ଷ ଗିରଫ ହୋଇଥିବା ଏହି ଭାରତୀୟଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ।

କିନ୍ତୁ କୋର୍ଟଙ୍କ ଏହି ରାୟ ଉପରେ ଆପତ୍ତି ଜତାଇଥିଲା ଭାରତ। ଭାରତୀୟ ନୌସେନାର ଏହି ସମସ୍ତ ପୂର୍ବତନ ଅଧିକାରୀ ଗତ ବର୍ଷ ଅଗଷ୍ଟରୁ କତାର ଜେଲରେ ରହିଛନ୍ତି। ତେବେ ଏମାନେ ଗୁପ୍ତଚର ଭାବେ କାମ କରୁଥିବା ନେଇ ଅଭିଯୋଗ ରହିଥିବା ସୁତ୍ରରୁ ପ୍ରକାଶ।

Related Articles

Back to top button