କ୍ରୀଡ଼ା

ପ୍ରାଇଭେଟ ଜେଟ୍‌ରେ ଅନୁଷ୍କା

ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆ-ଅଷ୍ଟ୍ରେଲିଆ। ଏଥିପାଇଁ ଦେଶବାସୀ ରବିବାର ମ୍ୟାଚକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ବିରାଟଙ୍କୁ ଚିୟର୍ସ କରିବାକୁ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଅହମ୍ମଦାବାଦ ଆସି ପହଞ୍ଚିଛନ୍ତି। ଏହାରି ଭିତରେ ଅନୁଷ୍କାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି କି, ଅନୁଷ୍କା ତାଙ୍କ ପ୍ରାଇଭେଟ ଜେଟ୍‌ରେ ଅହମ୍ମଦାବାଦ ପହଞ୍ଚି ସାରିଛନ୍ତି। ଭିଡିଓଟି ଅନୁଷ୍କାଙ୍କ ଫ୍ୟାନ କ୍ଲବରେ ଶେୟାର ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com