ବାଣିଜ୍ୟ

ପାକିସ୍ତାନରେ ଏକ ଲିଟର ଘିଅର ଦାମ୍ ୬୦ ହଜାର କୋଟି

ଇସଲାମାବାଦ : ଦର ଦାମର ମହଙ୍ଗା ମାଡରେ ପାକିସ୍ତାନ ଲୋକମାନେ ଅସ୍ତବ୍ୟସ୍ତ ହୋଇଗଲେଣି । ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଲଗାତାର ଭାବେ ସରକାର ବିରୋଧୀ ବୟାନ ଦେଇ ଟ୍ରୋଲ ହେଉଛନ୍ତି । ଏଥର ମଧ୍ୟ ଠିକ୍ ସେୟା ହୋଇଛି । ଶହବାଜ ଶରୀଫ୍‌ଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ଇମରାନ କହିଛନ୍ତି ଯେ, ‘ପାକିସ୍ତାନରେ ୬୦୦ ଅରବ ଅର୍ଥାତ୍ ୬୦ ହଜାର କୋଟି ଟଙ୍କାରେ ଘିଅ ବିକ୍ରି ହେଉଛି’ । ଏହି ବୟାନକୁ ନେଇ ଇମରାନ୍ ଖାନ୍ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com