ଅନ୍ୟାନ୍ୟ

ଚନ୍ଦ୍ରାଦେଇପୁରରେ ନାଲି ପିମ୍ପୁଡ଼ି ଆତଙ୍କର ସ୍ଥିତି ଅନୁଧ୍ୟାନ କଲେ ଓୟୁଏଟିର ପ୍ରତିନିଧି ଦଳ

ପିପିଲି, ୦୫/୦୯/୨୦୨୨-  ଚନ୍ଦ୍ରାଦେଇପୁରରେ ନାଲି ପିମ୍ପୁଡ଼ି ଆତଙ୍କ ଜାରି ରହିଥିବାବେଳେ ସ୍ଥିତି ଅନୁଧ୍ୟାନ ଅନୁଧ୍ୟାନ କରିଛନ୍ତି ଓୟୁଏଟିର ୪ଜଣିଆ ପ୍ରତିନିଧି ଦଳ। ଏଥିସହ କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ପିମ୍ପୁଡ଼ି ଵଂଶ ବିସ୍ତାର ପାଇଁ ସେଠାରେ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି ବୋଲି ଓୟୁଏଟିର ବରିଷ୍ଠ ବୈଜ୍ଞାନିକ କହିଛନ୍ତି । ତେଣୁ ପରିବେଶକୁ ସଫାସୁତୁରା ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ସେଠାରୁ ପିମ୍ପୁଡ଼ି ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟି ନିଆଯାଇଛି । ସେପଟେ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଜଙ୍ଗଲୀ ପରିବେଶକୁ ସଫାସୁତୁରା କରଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com