ମନୋରଞ୍ଜନ

ନିର୍ମାତା ବ୍ରାଡଲି ଥୋମାସଙ୍କୁ ଚଳିତ ବର୍ଷ ଓସ୍କାର ଲାଗି ମନୋନୀତ କରାଯାଇଥିଲା

ନିର୍ମାତା ବ୍ରାଡଲି ଥୋମାସଙ୍କୁ ଚଳିତ ବର୍ଷ ଓସ୍କାର ଲାଗି ମନୋନୀତ କରାଯାଇଥିଲା । ତାଙ୍କ ଫିଲ୍ମ ‘କିଲର ଅଫ୍ ଦି ଫ୍ଲାୱାର ମୁନ୍‌’ ବେଶ୍ ଚର୍ଚ୍ଚାରେ ରହିଆସିଛି ।

କିନ୍ତୁ ଏହାରି ମଧ୍ୟରେ ବ୍ରାଡଲିଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା ନିଜ ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି । ବ୍ରାଡଲିଙ୍କ ପତ୍ନୀ ଇସାବେଲ ଥୋମାସ ଆତ୍ମହତ୍ୟା କରିଛନ୍ତି । ୩୯ ବର୍ଷୀୟା ଇସାବେଲଙ୍କୁ ଲସ୍ ଏଞ୍ଜେଲସର ଏକ ହୋଟେଲରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com