ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଅଭିନେତା-ନିର୍ଦ୍ଦେଶକ ରୁଦ୍ର ମନ ଜ୍ଞାନଗୁରୁ ସମ୍ମାନରେ ସମ୍ମାନିତ

ବାଲିଅନ୍ତା, ୦୬/୦୯/୨୦୨୨-  ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାର ଅଞ୍ଚଳର ମା’କିଚକେଶ୍ୱରୀ ଫିଲ୍ମସର ପ୍ରତିଷ୍ଠାତା , ପ୍ରଯୋଜକ, ନିର୍ଦ୍ଦେଶକ ରୁଦ୍ର ମନ ପ୍ରାର୍ଥନା ଚ୍ୟାନେଲରେ ପ୍ରସାରିତ ଧର୍ମଭିତ୍ତିକ କାର୍ଯ୍ୟକ୍ରମ ‘ଜ୍ଞାନଗୁରୁ’ କାର୍ଯ୍ୟକ୍ରମରେ ଭାଗନେଇ ସମସ୍ତ ୩ ଗୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ‘ଜ୍ଞାନଗୁରୁ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଜ୍ଞାନଗୁରୁ ସମ୍ମାନରେ ସମ୍ମାନିତ ହୋଇଥିବା ରୁଦ୍ରଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com