ଅନ୍ୟାନ୍ୟ

ଯୁବକଙ୍କ ଶବ କେନାଲରୁ ଉଦ୍ଧାର

ବାଲିପାଟଣା,୦୮/୦୯/୨୦୨୨-  ମହୁଖଣ୍ଡା ମୁଖିସାହି କେନାଲରୁ ସେହି ଗ୍ରାମର ବିନୋଦ ବିହାରୀ ଜେନାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବିନୋଦ ରେଳ ବିଭାଗରେ ସୁରକ୍ଷା ବାହିନୀରେ ଚାକିରି କରିଥିଲେ । ବିଭିନ୍ନ ସମସ୍ୟା ଭିତରେ ରହି ମାନସିକ ଭାରସାମ୍ୟ ହରାଇ ଥିବା ସଂଦେହ କରାଯାଉଛି । ଗ୍ରାମବାସୀ ଶବକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com