ସ୍ୱାସ୍ଥ୍ୟ

ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି

ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି। ନିୟାମକ ସଂସ୍ଥା ଶିଶୁମାନଙ୍କ ପାଇଁ କଫ ସିରଫକୁ ବ୍ୟବହାର ନ କରିବାକୁ କହିଛି।

୨୦୧୯ ଠାରୁ ଭାରତରେ ଘରୋଇ ଉତ୍ପାଦିତ କଫ ସିରପ ଯୋଗୁ ଶିଶୁ ମୃତ୍ୟୁ ପରେ ଏହି ନିର୍ଦ୍ଦେଶନାମା ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com