ରାଜନୀତି

ରେମୁଣା ବିଜେପିରେ ବିଦ୍ରୋହ

ରେମୁଣା ବିଜେପିରେ ବିଦ୍ରୋହ । ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଗୋବିନ୍ଦ ଦାସଙ୍କ ନାମ ଘୋଷଣା କରାଯିବା ପରେ ଭିନ୍ନ ଏକ ଗୋଷ୍ଠୀ ବିରୋଧ କରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋ-ହାଲ୍ଲା କରିଛନ୍ତି ।

ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ଼ମେମ୍ବର, ପଞ୍ଚାୟତ ସଭାପତିଙ୍କ ସମେତ ଶତାଧିକ କର୍ମୀ ବିଜେପିର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଥିବା ଗୋବିନ୍ଦ ଦାସଙ୍କୁ ଘୋର ବିରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com