ଓଡ଼ିଶା

ପ୍ରାଣୀ ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗର ପ୍ରୟାସ

ପ୍ରାଣୀ ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗର ପ୍ରୟାସ। ଏଥିଲାଗି ନନ୍ଦନକାନନରେ ୧୦୦ ରୁ ଅଧିକ ଉପକରଣ ବ୍ୟବହାର ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

୧୮ଟି ବନଖଣ୍ଡ ପାଇଁ ରାପିଡ଼ ରେସ୍ପସନ୍ସ ଟିମ ଗଠନ କରାଯାଇଛି। ଏଥିରେ ବନ ବିଭାଗର ୬ଜଣ ଯୁବକ ଓ ଜଣେ ରେଞ୍ଜର ସ୍ତରୀୟ ଟିମ ଲିଡର ରହିଛନ୍ତି। ଫୋନ ଆସିବାର ୧ରୁ ଦେଢ଼ ଘଣ୍ଟା ଭିତରେ ଏହି ଟିମ ଘଟଣାସ୍ଥଳକୁ ପହଞ୍ଚିବ। ମାର୍ଚ୍ଚ ମାସ ସୁଦ୍ଧା ଟ୍ରେନିଂ ସାରି ଏପ୍ରିଲ ପହିଲାରୁ ଏହି ଟିମ କାମରେ ଲାଗିବ ବୋଲି ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com