ମନୋରଞ୍ଜନ

ବିଶିଷ୍ଟ ସିନେମାଟୋଗ୍ରଫର ତଥା ଫିଲ୍ମ ନିର୍ମାତା ଗଙ୍ଗୁ ରାମସେ(Gangu Ramsay)ଙ୍କ ଦେହାନ୍ତ ହୋଇଛି

ବଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶିଷ୍ଟ ସିନେମାଟୋଗ୍ରଫର ତଥା ଫିଲ୍ମ ନିର୍ମାତା ଗଙ୍ଗୁ ରାମସେ(Gangu Ramsay)ଙ୍କ ଦେହାନ୍ତ ହୋଇଛି ।

ରବିବାର ୮୩ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା କାରଣରୁ ଚିକିତ୍ସିତ ହେଉଥିଲେ । ଏନେଇ ତାଙ୍କ ପରିବାର ବର୍ଗ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com