ରାଜନୀତି

ଗ୍ୟାସ୍‌‌ ସିଲିଣ୍ଡର ପାଉନାହାନ୍ତି

ଖୋଦ ରାଜ୍ୟ ରାଜଧାନୀରେ ଫେଲ୍‌‌ ମାରିଛି ‘ଉଜ୍ଜ୍ୱଳା’ ଯୋଜନା। ଉଜ୍ଜ୍ୱଳା ଯୋଜନାକୁ କେନ୍ଦ୍ର ସରକାର ଏବଂ ପେଟ୍ରୋଲିୟମ୍‌‌ ମନ୍ତ୍ରାଳୟ ବିରାଟ ସଫଳତା ବୋଲି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ କିନ୍ତୁ ଏହି ଯୋଜନା ମାଟି କାମୁଡ଼ି ପଡ଼ିଛି।

ଭୁବନେଶ୍ୱରରେ ଉଜ୍ଜ୍ୱଳା ଯୋଜନାରେ ସାମିଲ ହୋଇଥିବା ଶତାଧିକ ହିତାଧିକାରୀ ଠିକ୍‌‌ ସମୟରେ ଗ୍ୟାସ୍‌‌ ସିଲିଣ୍ଡର ପାଉନାହାନ୍ତି। ଫଳରେ ଖୋଲା ବଜାରରୁ ଅଧିକ ମୂଲ୍ୟ ଦେଇ କିଣୁଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com