ଅନ୍ୟାନ୍ୟ

ଦେଶର ନୂଆ ସିଡିଏସ୍ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

ନୂଆଦିଲ୍ଲୀ, ୨୮/୦୯/୨୦୨୨-   ଦେଶର ନୂଆ ସିଡିଏସ୍ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ । ବୁଧବାର କେନ୍ଦ୍ର ସରକାର ଅନୀଲଙ୍କୁ ନୂଆ ସିଡିଏସ୍ ଭାବେ ନିଯୁକ୍ତ କରିଛନ୍ତି ।  ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ଦେହାନ୍ତ ପରେ ୯ ମାସ ହେଲା ଏହି ପଦବୀ ଖାଲି ପଡିଥିଲା । ୧୯୬୧ରେ ଜନ୍ମିତ ଅନୀଲ ଗତବର୍ଷ ଅବସର ନେଇଥିଲେ । ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡିଂ ଇନ୍ ଚିଫ୍ ଥିଲେ । ଏବେ ଦେଶର ନୂଆ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଭାରତ ସରକାରଙ୍କ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com