ଓଡ଼ିଶାରାଜନୀତି

ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ

ଭୁବନେଶ୍ୱର, ୧୭ /୧୦/୨୦୨୨ –  ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଛି । ଆଜି ସକାଳୁ ସକାଳୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ନିଜ ପ୍ରଶଂସକ, ସମର୍ଥକଙ୍କୁ ଧରି ଘରକୁ ଘର ଯାଇ ଭୋଟରଙ୍କୁ ମନେଇବାରେ ଲାଗିପଡିଛନ୍ତି  ସ୍ୱାଧୀନ ଭାବେ ପବିତ୍ର ମୋହନ ଦାସ ଏବଂ ବିଜେଡିର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦେଇଛନ୍ତି । ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଖାଲି ପଡ଼ିଛି ଏହି ଆସନ ।

 

Related Articles

Back to top button
WP Twitter Auto Publish Powered By : XYZScripts.com