ଅନ୍ୟାନ୍ୟ

ମଲ୍ଲିକାର୍ଜୁନ ଖଡଗେ ଜାତୀୟ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ, ୧୯ /୧୦/୨୦୨୨ –  ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଜାତୀୟ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସୋମବାର ଅଧ୍ୟକ୍ଷ ପଦ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୋଟ ୯୩୮୫ ଖଣ୍ଡ ଭୋଟରୁ ଖଡଗେଙ୍କୁ  ୭,୮୯୭ ଖଣ୍ଡ ଭୋଟ ମିଳିଛି । ସେପଟେ ନିର୍ବାଚନରେ ଖଡଗେଙ୍କ ପ୍ରତିଦ୍ୱନ୍ଦୀ ହୋଇଥିବା ଶଶି ଥରୁରଙ୍କୁ ମାତ୍ର ୧୦୭୨ ଟି ଖଣ୍ଡ ମିଳିଛି । ଏହି ନିର୍ବାଚନରେ ମୋଟ ୯୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଖଡଗେଙ୍କ ସପକ୍ଷରେ ୯୦ ପ୍ରତିଶତ ଭୋଟ ଯାଇଛି । ଏଥି ସହିତ ଦୀର୍ଘ ୨୪ ପରେ କଂଗ୍ରେସକୁ ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com