ସ୍ୱାସ୍ଥ୍ୟ

ଶିଶୁଙ୍କ ପୁଷ୍ଟିହୀନତା ଓ ଗେଡ଼ାପଣ ରୋକିବାରେ ରାଜ୍ୟ ସରକାର ସଫଳତା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟ ପାଇଁ ଧାର୍ଯ୍ୟ ଥିବା ଲକ୍ଷ୍ୟ ୩.୨୭ କୋଟି ତୁଳନାରେ ୩.୨୩ କୋଟି ଲୋକଙ୍କୁ ସାମିଲ କରିବାରେ ଓଡ଼ିଶା ସରକାର ସଫଳ ହୋଇଛନ୍ତି ।

ଗର୍ଭବତୀ ମହିଳା ଓ ପ୍ରସୂତି ମା’ ମାନଙ୍କ ଉପଯୁକ୍ତ ପୁଷ୍ଟି ସାଧନା କ୍ଷେତ୍ରରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁଙ୍କ ପୁଷ୍ଟିହୀନତା ଓ ଗେଡ଼ାପଣ ରୋକିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com