ଅନ୍ତର୍ଜାତୀୟ

ବ୍ରିଟେନର ସ୍ପିଲପ୍ଲାଟ୍‌ଜ ନାମକ ଗାଁରେ ଲୋକମାନେ ବିନା ପୋଷାକରେ ରହୁଛନ୍ତି

ବ୍ରିଟେନର ସ୍ପିଲପ୍ଲାଟ୍‌ଜ ନାମକ ଗାଁରେ ଗତ ୯୦ ବର୍ଷ ହେବ ଲୋକମାନେ ବିନା ପୋଷାକରେ ରହୁଛନ୍ତି। ବାହାରକୁ ଯାଆନ୍ତୁ କିମ୍ବା କୌଣସି ବନ୍ଧୁ ଘରକୁ ସେମାନେ ନିବସ୍ତ୍ର ହୋଇଯାଇଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ବାସ କରୁଥିବା ଶିକ୍ଷିତ ଲୋକମାନେ ମଧ୍ୟ ଏହି ନିୟମ ପାଳନ କରିଥାନ୍ତି।

ଯେତେ ଧନୀ ହୁଅନ୍ତୁ କି ଗରିବ ସମସ୍ତେ ବିନା ବସ୍ତ୍ରରେ ରହିଥାନ୍ତି। ସବୁଠୁ ବଡ କଥା ହେଉଛି ଏହି ଗାଁରେ ରହୁଥିବା ଲୋକଙ୍କ ପାଖରେ ସମସ୍ତ ପ୍ରକାରର ସୁବିଧା ଅଛି । କିନ୍ତୁ ବିଶ୍ୱାସ ଏବଂ ପରମ୍ପରା ହେତୁ ଏଠାକାର ଲୋକମାନେ ପୋଷାକ ପିନ୍ଧନ୍ତି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com