ଜାତୀୟ

ଦୁଃସାହସିକ କାର୍ଯ୍ୟ ପଡିଲା ମହଙ୍ଗା; ପୋଲିସ ହାବୁଡରେ ସଉକିଆ ଷ୍ଟଣ୍ଟମ୍ୟାନ୍

ଉତ୍ତରପ୍ରଦେଶ: ସୋସିଆଲ ମିଡିଆରେ ଲୋକପ୍ରିୟ ଏବଂ ହିରୋ ହେବା ପାଇଁ ଲୋକମାନେ ଆଜିକାଲି ଅଜବଗଜବ ପ୍ରୟାସ କରୁଛନ୍ତି । ସୋସିଆଲ ମିଡିଆରେ ଭିଡିଓ କରି ଭାଇରାଲ ହେବାକୁ ସତ ଚେଷ୍ଟା ଚାଳାଇଛନ୍ତି । ଗତ କିଛି ଦିନ ହେବ ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଛି ।

ଯେଉଁଥିରେ ଯୁବକମାନେ ଯେକୌଣସି ସ୍ଥାନରେ ଚଳନ୍ତା କାର ଉପରେ ବସି ଦୁଃସାହସିକ କାର୍ଯ୍ୟ କରୁଛନ୍ତି ତ କେହି ଚାଲୁଥିବା କାରର କବାଟ ଖୋଲି ନିଜର କାରନାମା ଦେଖାଉଛନ୍ତି । ତେବେ ଏଭଳି ଷ୍ଟଣ୍ଡ କରୁଥିବା ଷ୍ଟଣ୍ଡମ୍ୟାନଙ୍କ ବିରୋଧରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କୁ ୟୁପି ପୋଲିସ ଗିରଫ କରିଥିବା ବେଳେ ତା ଠାରୁ ଏସୟୁଭି ଜବତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com