ଅନ୍ତର୍ଜାତୀୟ

ସାରା ବିଶ୍ବରେ ବଢୁଛି ସାଇବର ଅପରାଧ ସଂଖ୍ଯା।

ସାରା ବିଶ୍ବରେ ବଢୁଛି ସାଇବର ଅପରାଧ ସଂଖ୍ଯା। ଦୈନିକ ହଜାର ହଜାର ଲୋକ ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି। ତଥ୍ୟ ଅନୁସାରେ, ଭାରତ ୧୦ ନମ୍ବରରେ ସ୍ଥାନରେ ରହିଛି।

୧୦୦ଟି ରାଷ୍ଟ୍ରକୁ ନେଇ ବିଶ୍ବ ସାଇବର କ୍ରାଇମ ସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଭୟଙ୍କରିତା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ରାନସମଓ୍ବେର, କ୍ରେଡିଟ କାର୍ଡ ଜରିଆରେ ଲୁଟ, ସ୍କାମ ଆଦିକୁ ବିଚାର କରାଯାଇ ଏହି ତଥ୍ୟ ପ୍ରସ୍ତୁତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com