ବାଣିଜ୍ୟ

ସରକାର-ପ୍ରାଥମିକ ଶିକ୍ଷକ ସଂଘ ଆଲୋଚନା ବିଫଳ

ଭୁବନେଶ୍ୱର, ୨୯/୧୧/୨୦୨୨-   ଭୁବନେଶ୍ୱର ଲୋୟର ପିଏମଜିରେ ମଙ୍ଗଳବାର ତୃତୀୟ ଦିନରେ ଆନ୍ଦୋଳନ ଜାରି ରଖିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ୩ ଦଫା ଦାବି ନେଇ ଏହି ଆନ୍ଦୋଳନ କରୁଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ । ନୂତନ ପେନସନ ଯୋଜନାରେ ସରକାର ନୀତି ବିହୀନ ନିଷ୍ପତ୍ତି ନେଇଥିବା ଦର୍ଶାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ମୁତାବକ ରାଜ୍ୟ ସରକାର ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com