ବାଣିଜ୍ୟ

ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ଏସଏଚଜି ମହିଳାଙ୍କ ଦକ୍ଷତାର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦ୍ୟୋଗୀତା କ୍ଷେତ୍ରରେ ମା’ ମାନଙ୍କ ଦକ୍ଷତା ଏବଂ ଆଗକୁ ବଢ଼ିବା ପାଇଁ ଉଦ୍ୟୋଗୀ ମନୋଭାବ ସର୍ବଦା ପ୍ରେରଣାଦାୟୀ ବୋଲି କହିଛନ୍ତି   । ମେକ ଇନ୍‌ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନରେ  ଆୟୋଜିତ କାର୍ଯ୍ୟକ୍ରମ ପରିଦର୍ଶନ କରି ମିଶନ ଶକ୍ତି ଷ୍ଟଲରେ ଏସଏଚଜିଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମେଗା ଶିଳ୍ପପତି ସମ୍ମିଳନୀର ପ୍ଲେନାରି ସେସନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟା ୩୦ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ର କଟନ ରେଜର । ଏଥିରେ ମିଲେଟ୍ ର ଭୂମିକା, ଆଦିବାସୀ ଓ ମିଲ୍ଲେଟ ପ୍ରଭୃତି ବିଷୟରେ ଆଲୋଚନା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com