Featuredଜାତୀୟ

ସାଧାରଣ ଜନତାଙ୍କ ପାଇଁ ଆଜିଠାରୁ ଖୋଲିଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଉଛି ରାଷ୍ଟ୍ରପତି ଭବନ । ସପ୍ତାହରେ ପାଞ୍ଚ ଦିନ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ରାଷ୍ଟ୍ରପତି ଭବନର ଏକ ସରକାରୀ ବିଜ୍ଞପ୍ତି ଅନୁସାରେ, ସାଧାରଣ ଜନତା ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ଦିନ ସେଠାକୁ ଯାଇପାରିବେ । ସରକାରୀ ଛୁଟି ଦିନ ରାଷ୍ଟ୍ରପତି ଭବନ ବନ୍ଦ ରହିବ । ସରକାରୀ ଛୁଟି ବ୍ୟତୀତ ମଙ୍ଗଳବାର ଠାରୁ ରବିବାର ସପ୍ତାହରେ ୬ ଦିନ ସର୍ବସାଧାରଣ ଦର୍ଶନ ପାଇଁ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଖୋଲା ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com