Featuredବିଜ୍ଞାନ ଓ ପ୍ରଯୁକ୍ତି

୭ରେ ପ୍ରବେଶ କରିବ

ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ମହାକାଶ ମିଶନ ଆଦିତ୍ୟ ଏଲ-୧ ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ ଖୁବ ଶୀଘ୍ର ଏହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଆଦିତ୍ୟ ସଠିକ ରାସ୍ତାରେ ଅଛି ଏବଂ ମୁଁ ଭାବୁଛି ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେ କହିଛନ୍ତି ଯେ ଏହା ସମ୍ଭବ ଯେ ଜାନୁୟାରୀ ୭ରେ ଆଦିତ୍ୟ ଏଲ-୧ ଏହାର ଅନ୍ତିମ ମ୍ୟାନୁଭର୍‌ ଶେଷ କରି ଏଲ-୧ ପଏଣ୍ଟରେ ପ୍ରବେଶ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com