ଅନ୍ୟାନ୍ୟ

ଅର୍ଚ୍ଚନା ନାଗର ଦସ୍ତଖତ ନମୁନା ସଂଗ୍ରହ କଲା ପୋଲିସ

ଭୁବନେଶ୍ୱର, ୨୪/୧୨/୨୦୨୨-   ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଦସ୍ତଖତ ନମୁନା ସଂଗ୍ରହ ପାଇଁ ଖଣ୍ଡଗିରି ପୁଲିସ ଶନିବାର ଝାରପଡ଼ା ଜେଲରେ ପହଞ୍ଚିଥିଲା । ଅର୍ଚ୍ଚନା ଘରୁ ଜବତ ହୋଇଥିବା ଡାଏରିରେ ଥିବା ହସ୍ତାକ୍ଷର ସହ ଅର୍ଚ୍ଚନାର ହସ୍ତାକ୍ଷର ମିଶାଇବା ପାଇଁ ଏହି ଦସ୍ତଖତର ଆବଶ୍ୟକତା ରହିଛି । ଏନେଇ କୋର୍ଟଙ୍କ ଅନୁମତି ପାଇଁ ଆବେଦନ କରିଥିଲା କମିସନରେଟ ପୁଲିସ । କୋର୍ଟଙ୍କ ଅନୁମତି ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନାର ଦସ୍ତଖତ ସଂଗ୍ରହ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com