ଅନ୍ୟାନ୍ୟ

ଏମ୍‌ସ ଡାକ୍ତରଖାନାକୁ ୧୦୦ ଏକର ଜମି ପ୍ରଦାନ ପାଇଁ ନିଷ୍ପତ୍ତି

ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ସ ଡାକ୍ତରଖାନାକୁ ୧୦୦ ଏକର ଜମି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଏମ୍‌ସ ନାମରେ ପଟ୍ଟା କରାଯାଇନଥିବାରୁ ଏହାକୁ ନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇ ନାହିଁ।

ଯଥାଶୀଘ୍ର ଏମ୍‌ସ ନାମରେ ଜମି ଅଧିଗୃହୀତ ହୋଇ ପାରିଲେ ଏଠାରେ ସଂକ୍ରମଣ ରୋଗ ଚିକିତ୍ସା କେନ୍ଦ୍ର, ବିଭିନ୍ନ ପ୍ରକାର ଅଙ୍ଗ ପ୍ରତିରୋପଣ କେନ୍ଦ୍ର, ଆଇଭିଏଫ ଭଳି ଅନେକ ସୁବିଧା ରୋଗୀ ପାଇବେ। ନୂତନ କୋଠାକୁ ସମସ୍ତ ପ୍ରକାର ସୁପର ସ୍ପେସାଲିଷ୍ଟ ବିଭାଗ ପାଇଁ ଉତ୍ସର୍ଗୀକୃତ କରିବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ଏମ୍‌ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା।

Related Articles

Back to top button
WP Twitter Auto Publish Powered By : XYZScripts.com