Featuredଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଭାଇ ଦୁର୍ଘଟଣାରେ ଆହତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା କର୍ଣ୍ଣାଟକର ମୈସୁରରେ ହୋଇଥିଲା । ଏହି ସମୟରେ କାର୍‌ରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଥିଲେ । କୁହାଯାଉଛି ଯେ, ଦୁର୍ଘଟଣାରେ ତାଙ୍କର ପୁଅ ଏବଂ ବୋହୁଙ୍କୁ ଗମ୍ଭୀର ଆଘାତ ଲାଗିଛି । ସେମାନଙ୍କୁ ଚିକିତ୍ସା ପାଇଁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com