ବିଜ୍ଞାନ ଓ ପ୍ରଯୁକ୍ତି

କୋଭିଡ଼ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର, ୨୮/୧୨/୨୦୨୨-  କୋଭିଡ଼ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ସମ୍ଭାବ୍ୟ କରୋନା ଲହର ମୁକାବିଲା ପାଇଁ ସବୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଟେଷ୍ଟିଂରେ ଆଗୁଆ ରହିଛି ଓଡ଼ିଶା । SCBରେ ହେବ ଜିନମ ସିକ୍ୱେନ୍ସିଂ। ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଏହାଛଡ଼ା  ଟିକାକରଣକୁ ଅଧିକ ବ୍ୟାପକ କରିବା ନିମନ୍ତେ ଭ୍ୟାକସିନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ। ହକି ବିଶ୍ୱକପ ଥିବାରୁ ସଂକ୍ରମଣ ନ ବ୍ୟାପିବା ପାଇଁ ସରକାର ସତର୍କ ରହିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com