ବିଜ୍ଞାନ ଓ ପ୍ରଯୁକ୍ତି

CPR ତାଲିମ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୨/୦୨/୨୦୨୩ –    ଭୁବନେଶ୍ୱରର ଏମ୍ସ, ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ଶ୍ରୀସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ କାର୍ଡିଓ ପୁଲମୋନାରୀ ରେସୁସ୍କିଟେସନ ବା CPR ତାଲିମ ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ତାଲିମ  ତାଲିମ ଶିବିରର ଉଦଘାଟନ କରିଛନ୍ତି ।

ଏଥିପାଇଁ ପ୍ରାଥମିକ ପଦକ୍ଷେପ ସ୍ୱରୂପ କଳିଙ୍ଗ ଷ୍ଟାଡିୟମରେ ଏକ ଗଣ CPR ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୧ ହଜାର ପୋଲିସ, ୨ ହଜାର ସ୍ୱେଚ୍ଛାସେବୀ ଏବଂ ୬ ଶହ ଯୁବକ କଲେଜ ଛାତ୍ରୀ ସାମିଲ ହୋଇଥିଲେ । ଏହି ଶିବିର ଦ୍ୱାରା ୨୦୨୫ ସୁଦ୍ଧା ୨ଲକ୍ଷରୁ ଅଧିକ ଲୋକଙ୍କୁ ଆକସ୍ମିକ ମୃତ୍ୟୁରୁ ରକ୍ଷା କରା ଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com