ଅନ୍ୟାନ୍ୟ

କେନ୍ଦୁଆପଦା ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର, ୩୦/୧୨/୨୦୨୨ –    କେନ୍ଦୁଆପଦା ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଟ୍ରେନର ୮ ରୁ ୧୦ ବଗି ପୋଡ଼ି ଜଳି ପାଉଁସ ହୋଇଯାଇଛି । ନିଆଁକୁ ଅଟକାଇବା ପାଇଁ ସେଠାରେ ଦମକଳ ବାହିନି ନିୟୋଜିତ ଅଛନ୍ତି । ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏନେଇ ତଦନ୍ତ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com