ବିଜ୍ଞାନ ଓ ପ୍ରଯୁକ୍ତି

ଜାନୁଆରି ୩୧ ସୁଦ୍ଧା ବାର୍ଷିକ ସମ୍ପତ୍ତି ତାଲିକା ଦେବେ ସରକାରୀ କର୍ମଚାରୀ

ଭୁବନେଶ୍ୱର, ୩୧/୧୨/୨୦୨୨-   ଜାନୁଆରି ୩୧ ସୁଦ୍ଧା ନିଜ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦେବେ ସରକାରୀ କର୍ମଚାରୀ । HRMS ପୋର୍ଟାଲରେ ସେମାନେ ନିଜର ବାର୍ଷିକ ସଂପତ୍ତି ତାଲିକାର ବିବରଣୀ ଅପଲୋଡ୍ କରିବାକୁ କୁହାଯାଇଛି । ଏନେଇ ସବୁ R.D.C, ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଦିଆଯାଇଛି । ଗ୍ରୁପ୍ A ଠାରୁ ଗ୍ରୁପ୍ D ଯାଏ ସବୁ ସରକାରୀ କର୍ମଚାରୀ ଗତ ୨୦୨୨ ପାଇଁ ନିଜର ସମ୍ପତ୍ତି ତାଲିକା ଦେବାପାଇଁ ଏଥିରେ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com