ଜୀବନଶୈଳୀ

୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା

ଭିତରକନିକା, କେନ୍ଦ୍ରାପଡ଼ା, ୦୩ /୦୧/୨୦୨୩ –    ଭିତରକନିକାରେ ଚଳିତ ବର୍ଷର କୁମ୍ଭୀର ଗଣନା ଆରମ୍ଭ ହେବ । ଏଥିପାଇଁ ଜାନୁଆରୀ ୪ ରୁ ୧୪ ତାରିଖ ଯାଏଁ ୧୦ ଦିନ ଧରି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ୧୦ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନ ଓ ବାହାରେ ଥିବା ନଦୀ ନାଳରେ କୁମ୍ଭୀରମାନଙ୍କ ଗଣନା କରାଯିବ । ଜାନୁଆରୀ ୧୫ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ୨୦୨୨ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com