ଅନ୍ୟାନ୍ୟ

ଓଡ଼ିଶା ସରକାରଙ୍କ ଏକାଧିକ କାର୍ଯ୍ୟକ୍ରମକୁ ଗ୍ରହଣ କରୁଛନ୍ତି ଅନ୍ୟ ରାଜ୍ୟ

ଭୁବନେଶ୍ୱର, ୦୯/୦୧/୨୦୨୩ –   ଓଡ଼ିଶା ସରକାରଙ୍କ ଏକାଧିକ ସଫଳ କାର୍ଯ୍ୟକ୍ରମକୁ ପୂର୍ବରୁ କେନ୍ଦ୍ର ଗ୍ରହଣ କରିଥିବାବେଳେ ଏବେ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ଏହି ଢାଞ୍ଚା ଆପଣାଇଛନ୍ତି । ଏହି ରାଜ୍ୟ ଦୁଇଟି ହେଉଛନ୍ତି ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଢ଼ାଞ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଦିଦିଙ୍କ ଦୂତ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବାବେଳେ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଜାଗା ମିଶନ’ ଅନୁରୂପ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ଆରମ୍ଭ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com