Breaking NewsFeaturedଅନ୍ୟାନ୍ୟ

ନକଲି ମେଡିସିନ ରୋକିବ

ରାଜ୍ୟ ବାହାରୁ ଓଡ଼ିଶାକୁ ନକଲି ମେଡିସିନ ଆସୁଥିବାରୁ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ନକଲି ଔଷଧ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ‘ଡାଟା ବ୍ୟାଙ୍କ’ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଏକ ସ୍ୱତନ୍ତ୍ର ସଫ୍ଟୱେୟାର ଜରିଆରେ ରାଜ୍ୟରେ କାରବାର ହେଉଥିବା ଔଷଧ ଓ କମ୍ପାନୀ ସମ୍ପର୍କିତ ସମସ୍ତ ତଥ୍ୟ ମହଜୁଦ୍ କରି ରଖାଯିବ । ଏନେଇ ଏକ ପ୍ରସ୍ତାବ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ବେଳେ ରାଜ୍ୟ ସରକାର ସଫ୍ଟୱେୟାର ପ୍ରସ୍ତୁତ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com