ବାଣିଜ୍ୟ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RW ଡିଭିଜନର କନିଷ୍ଠ କିରାଣି

ଭୁବନେଶ୍ୱର, ୧୦/୦୧/୨୦୨୩ –   ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁନ୍ଦରଗଡ଼ RW ଡିଭିଜନର କନିଷ୍ଠ କିରାଣି । ତାଙ୍କର ନାମ ନନ୍ଦିକିଶୋର ନାଥ । ରେଡ୍‌ରେ ୩ ଜଣ DSP, ୯ ଇନସ୍ପେକ୍ଟର, ଜଣେ SI, ୨ଜଣ ASI ସାମିଲ ରହିଥିଲେ । ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଲକ୍ଷ୍ମୀସାଗର, ରାଉରକେଲା, ବରଗଡ଼, ସମ୍ବଲପୁର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com