ଅନ୍ୟାନ୍ୟ

ଆଜିଠାରୁ ଭକ୍ତମାନେ କରିପାରିବେ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ

ଆଠଗଡ଼, କଟକ, ୧୧/୦୧/୨୦୨୩ –   ବୁଧବାର ଠାରୁ ଭକ୍ତମାନଙ୍କ ପାଇଁ ଖୋଲିଛି ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର । ମଞ୍ଚେଶ୍ୱର ନଦୀଘାଟରୁ ନେଇ ପାଇକରାପୁର ପଠା ଓ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରିଥିବା ରାସ୍ତାରେ ଭକ୍ତମାନେ ଚାଲିଚାଲି ଯାଇ ଦର୍ଶନ କରିପାରିବେ । ଝୁଲା ପୋଲ ଦୁର୍ବଳ ତଥା ବିପଦ ସଙ୍କୁଳ ଥିବାରୁ ୧୪୪ ଧାରା ଜାରି କରାଯାଇ ଦର୍ଶନ ବନ୍ଦ କରାଯାଇଥିଲା । ଆସନ୍ତା ମକର ସଂକ୍ରାନ୍ତି ଠାରୁ ପୀଠ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ଅସ୍ଥାୟୀ ରାସ୍ତାକାମ ଶୀଘ୍ର ସରିଥିବାରୁ ଆଗୁଆ ଦର୍ଶନ ପାଇଁ ପ୍ରଶାସନ ଅନୁମତି ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com