ଅନ୍ୟାନ୍ୟ

ବଢ଼ିଲା ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ

     ନୂଆଦିଲ୍ଲୀ, ୧୭/୦୧/୨୦୨୩ –  ବି.ଜେ.ପି. ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି । ନଡ୍ଡା ଜୁନ ୨୦୨୪ ପର୍ଯ୍ୟନ୍ତ ବିଜେପିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ମଙ୍ଗଳବାର ଏହି ପ୍ରସ୍ତାବ ପାରିତ କରିଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜନାଥ ସିଂ ପ୍ରସ୍ତାବ ରଖିଥିଲେ । ବିଜେପିର ସମସ୍ତ ସଦସ୍ୟମାନେ ଏହାକୁ ସ୍ୱୀକାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com