Featured

କୋଟିପତି ବାପାର ଝିଅ ହେଲା ସନ୍ୟାସୀ

ସାଂସାରିକ ମୋହ ଛାଡି ସନ୍ନ୍ୟାସୀ ହେବା ଆଜିର ଦିନରେ କ୍ୱଚିତ୍ ହିଁ ଦେଖିବାକୁ ମିଳେ । ହେଲେ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଗୁଜରାଟର ୯ ବର୍ଷୟର ଝିଅ ଦେବାଂଶୀ ସଂଘବୀ । ଦେବାଂଶୀ ଗୁଜରାଟର ହୀରା ବ୍ୟବସାୟୀ ଅରବପତି ଧନେଶ ସଂଘବୀଙ୍କ ବଡ ଝିଅ । ସାଂସାରିକ ମୋହମାୟା ତ୍ୟାଗକରୀ ଏତେ କୁନି ବୟସରେ ସନ୍ନ୍ୟାସିନୀ ହୋଇଛନ୍ତି ଦେବାଂଶୀ ।

ସୁରଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ଜୈନ୍ୟ ଆଚାର୍ଯ୍ୟ ବିଜୟ କ୍ରିତିୟଶସୁରୀଙ୍କ ଠାରୁ ଦିକ୍ଷା ଗ୍ରହଣ କରିଛନ୍ତି । ଏବେ ଠାରୁ ଜଣେ ଜୈନ ଭିକ୍ଷୁ ଭାବେ ଜୀବନ ବିତାଇବେ ଦେବାଂଶୀ । ଦେବାଂଶୀଙ୍କ ବାପା ହେଉଛନ୍ତି ସଂଘବୀ ଆଣ୍ଡ ସନ୍ସ କମ୍ପାନୀର ମାଲିକ ।

Related Articles

Back to top button
WP Twitter Auto Publish Powered By : XYZScripts.com