Featuredଜାତୀୟରାଜନୀତି

ପ୍ରତି ଗାଁର ୫ କିମି ବ୍ୟବଧାନରେ ଖୋଲିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ନାଗରିକଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ଗାଁର ପାଞ୍ଚ କିଲୋମିଟର ବ୍ୟବଧାନରେ ଅତିକ୍ରମରେ ଗୋଟିଏ ବ୍ୟାଙ୍କ ଖୋଲିବାକୁ ଅର୍ଥମନ୍ତ୍ରୀ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା କିଷାନଙ୍କୁ ସହଜରେ ବ୍ୟାଙ୍କିଂ ସେବା ମିଳିପାରିବ ଓ ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇପାରିବ ବୋଲି ନିର୍ମଳା କହିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଦେଶର ପଛୁଆ ଜିଲ୍ଲାଗୁଡ଼ିକରେ ଲୋନ ଡିଷ୍ଟ୍ରିବ୍ୟୁସନ ବଢ଼ାଇବାକୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି । ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ଦେଶର ପ୍ରତ୍ୟେକ କିଷାନଙ୍କୁ କ୍ରେଡିଟ କାର୍ଡ ପ୍ରଦାନ ପାଇଁ କୁହାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com