ରାଜନୀତି

ଡାକ୍ତର ବାହାଦୂର ସିଂ ଚୌହାନ ନିର୍ବାଚନ ଖର୍ଚ୍ଚ ପାଇଁ ପାର୍ଟି ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲା

ମଧ୍ୟପ୍ରଦେଶ ଉଜୈନର ନାଗଦା ନିର୍ବାଚନ ମଣ୍ଡଳୀର ବିଜୟୀ ହୋଇଥିବା ଡାକ୍ତର ବାହାଦୂର ସିଂ ଚୌହାନ । ନିର୍ବାଚନ ଖର୍ଚ୍ଚ ପାଇଁ ପାର୍ଟି ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲା ।

ବିଧାୟକ ଜଣଙ୍କ ସେଥିରୁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଥିଲେ ଓ ବାକି ୭ ଲକ୍ଷ ଟଙ୍କା ଏବେ ସେ ପାର୍ଟିକୁ ଫେରାଇ ଦେଇଛନ୍ତି । ତାଙ୍କର ସଚ୍ଚୋଟତାକୁ ନେଇ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com