ଜାତୀୟ

ଭାରତର ଜଣେ ଜଣାଶୁଣା ୟୁଟୁବ୍ୟର ଅଭ୍ରଦୀପ ଶାହାଙ୍କ ପରଲୋକ ଘଟିଛି

ଭାରତର ଜଣେ ଜଣାଶୁଣା ୟୁଟୁବ୍ୟର ଅଭ୍ରଦୀପ ଶାହାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଅଭ୍ରଦୀପଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କର ବହୁ ବନ୍ଧୁ, ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଶୋକ ବ୍ୟକ୍ତ କରିଛନ୍ତି ।

ସେ ଆଙ୍ଗ୍ରି ରେଣ୍ଟମ୍ୟାନ ଭାବେ ବେଶ୍ ଜଣାଶୁଣା ଥିଲେ । ଗତ ମାସରେ ତାଙ୍କର ଏକ ବଡ଼ ସର୍ଜରୀ ହୋଇଥିଲା । ମାତ୍ର ଏପ୍ରିଲ ୧୬ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com