ଅନ୍ୟାନ୍ୟ

ଖଲିକୋଟରେ ଦୂର୍ଘଟଣା : ୨ ମୃତ

ଭୁବନେଶ୍ୱର, ୩୦ /୦୧/୨୦୨୩ –  ଗଞ୍ଜାମ ଜିଲ୍ଲା ଖଲିକୋଟ ଠାରେ ଦୂର୍ଘଟଣା । ଏଥିରେ ୨ ମହିଳାଙ୍କ  ମୃତ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଆହତ ୨ ଜଣଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଋମ୍ଭା ଥାନା ଗୁରୁଡିଗଡ଼ ଓଭରବ୍ରିଜ୍ କଡ ପରିବା ଦୋକାନ ଉପରକୁ ଏକ ଭ୍ୟାନ ମାଡ଼ିଯିବାରୁ ଏହି ଦୂର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା ପରେ ଗାଡ଼ି ଡ଼୍ରାଇଭର ଫେରାର ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com