ଅନ୍ୟାନ୍ୟ

ଗୋପାଳକୃଷ୍ଣର ଭାଇକୁ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୩୧ /୦୧/୨୦୨୩ –   ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାରେ ଅଭିଯୁକ୍ତ ଗୋପାଳକୃଷ୍ଣର ଭାଇ ସତ୍ୟନାରାୟଣକୁ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଉଠେଇ ନେଇଛି । କ୍ରାଇମବ୍ରାଞ୍ଚ DSP ଶିଶିର ମିଶ୍ର ସତ୍ୟନାରାୟଣକୁ ଉଠାଇ ନେଇଛନ୍ତି ।

ସୋମବାର ଗୋପାଳକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ କୋର୍ଟରେ ହାଜର ପରେ ଝାରସୁଗୁଡା ଉପ କାରାଗାରକୁ ନିଆ ଯାଇଥିଲା । ମଙ୍ଗଳବାର କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି । ସେପଟେ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରଜରାଜନଗର ଗୁଳିମାଡ଼ ସ୍ଥାନରେ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com