ବିଜ୍ଞାନ ଓ ପ୍ରଯୁକ୍ତି

ଆସନ୍ତା ଗ୍ରୀଷ୍ମ ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା ଜାରି

ଭୁବନେଶ୍ୱର, ୦୯/୦୨/୨୦୨୩ –    ଆସନ୍ତା ଗ୍ରୀଷ୍ମ ତାତି ପାଇଁ ଆଗୁଆ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ବିଭାଗ । ତେଣୁ ଏବେଠାରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଯୋଜନା ଆରମ୍ଭ କଲାଣି । ଏନେଇ ରାଜ୍ୟବାସୀଙ୍କୁ ସତର୍କ ସୂଚନା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।

କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଦିନ ୧୧ରୁ ୩ ଭିତରେ ଟାଣ ଖରାରେ ପଦାକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ଛତା, ଚଷମା ଓ ପାଣି ନେଇକି ଯିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତରେ ଯେପରି କୌଣସି ଜୀବନ ନ ଯାଏ, ସେଥିପ୍ରତି ବେଶ ଯତ୍ନବାନ ରହିଛି ସ୍ୱାସ୍ଥ୍ୟ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com