ଅନ୍ୟାନ୍ୟ

ଆଠଗଡ଼ରେ ପୁଣି ଦନ୍ତାହାତୀ ମୃତ

ଆଠଗଡ଼, କଟକ, ୧୩/୦୨/୨୦୨୩ –   ଆଠଗଡ଼ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନୂଆବନ୍ଧ ବେତିଆ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com