ଜାତୀୟ

ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରୁ ଜବତ ହେଲା କୋଟି କୋଟି ଟଙ୍କା

ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରୁ ଜବତ ହେଲା କୋଟି କୋଟି ଟଙ୍କା । କର୍ଣ୍ଣାଟକର ବଲ୍ଲାରୀ ପୁଲିସ କାମବାଲି ବଜାରରେ ହେମା ଜୁଏଲର୍ସ ମାଲିକଙ୍କ ଘରେ ଚଢ଼ଉ କରି ନଗଦ ୭ କୋଟିରୁ ଉର୍ଦ୍ଦ ଟଙ୍କା ଜବତ ହୋଇଛି ।

୩ କିଲୋ ସୁନା ଓ ୧୦୩ କିଲୋ ରୂପା ଗହଣା ଜବତ କରିଛି । ଏଥିରେ ୬୮ ଖଣ୍ଡ ରୁପା ଖଣ୍ଡ ରହିଛି । ହେମା ଜୁଏଲର୍ସର ମାଲିକ ନରେଶ ସୋନିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com