Featuredଓଡ଼ିଶା

ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ

ଭୁବନେଶ୍ୱର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ଠାରେ ଥିବା ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ଏବଂ ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କମର୍ଦ୍ଦା ଛକରେ ଦୀର୍ଘ ବର୍ଷ ହେବ ଦୁଇଟି ବେଇଆନ ଚୋରା କରତ କଳରେ କାରବାର ଚାଲିଥିଲା । ବାରମ୍ବାର ଅଭିଯୋଗ ପରେ ଆଜି ସକାଳେ ବନ ବିଭାଗ ଓ ଭିଜିଲାନ୍ସ ବିଭାଗର ଏକ ୬୦ ଜଣିଆ ଟିମ୍ ଦୁଇଟି ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲା । ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com